ଢେଙ୍କାନାଳରେ ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପର୍ଜଙ୍ଗ ଥାନା ବାରିହାପୁର ପଞ୍ଚାୟତ ଚକ୍ରଧରପୁର ସାହିର ବୃଦ୍ଧାଙ୍କୁ ସକାଳ ପ୍ରାୟ ୯ଟା ବେଳେ ଦନ୍ତା କଚାଡ଼ି ମାରିଦେଇଥିବାର ଖବର ମିଳିଛି। ଖବର ନେବାରେ ଜଣାପଡ଼ିଛି ଏହି ସାହିର ପବିତ୍ର ମାଝୀଙ୍କ ପତ୍ନୀ ଅଘୋରି ମାଝୀ (୬୦) ଆଜି ସକାଳେ ଉଭୟ ପତିପତ୍ନୀ ଘର ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ପଥର କୁଆଁରୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପତ୍ନୀ ଶୌଚ … Continue reading ଢେଙ୍କାନାଳରେ ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା